ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଠାରୁ ଏଯାବତ ନଗଦ ୩.୮୪ ଲକ୍ଷ ଟଙ୍କା, ବଲାଙ୍ଗିରରେ ୨ ମହଲା କୋଠା, ବଲାଙ୍ଗିର ସହରରେ ଗୋଟିଏ ପ୍ଲଟ, କୁସମେଲ ଗାଁରେ ୨୧ଟି ପ୍ଲଟ, ୪୦୦ ଗ୍ରାମ ସୁନାଗହଣା, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା କାର୍, ୨ଟି ବାଇକ ଠାବ କରିଛି ଭିଜିଲାନ୍ସ।
ବ୍ୟାଙ୍କ ଓ ବୀମା ସଂପର୍କରେ ଖୋଳତାଡ଼ ଚାଲିଥିବାରୁ ସଂପତ୍ତି ବଢ଼ିବା ସମ୍ଭାବନା ରହିଛି।