କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖାଲପାଳ ଗାଁରେ ଘଟିଛି ଏହି ଅଘଟଣ।
ବାପା ଦୋକାନରେ ଛଣାଛଣି କଲା ବେଳେ ପାଖରେ ବସିଥିବା ଝିଅ ଅସାବଧାନତାରୁ ତେଲ କଡ଼େଇ ଭିତରେ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha