ବରଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁତୁରା ସଦାନନ୍ଦ ମହାକୁଡ଼ର ମୃତ୍ୟୁ ଘଟିଛି ଏବଂ ଗୁରୁତର କକା ସୁଦାମ ମହାକୁଡ଼ ଚିକିତ୍ସା ଜାରି ରହିଛି।
ପୁଲିସ ମିଛ ମାମଲାରେ ଫସାଇ ଦେବାରୁ କକା-ପୁତୁରା ଏହି ପଦକ୍ଷେପ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।