ଆଜି ଆଲୋକର ପର୍ବ ଦୀପାବଳୀ ହୋଇ ଥିବାବେଳେ, ବାଣ ଦୋକାନରେ ଗ୍ରାହକଙ୍କ ବେଶ ଭିଡ ଲାଗିଛି l
ତେବେ , ଗ୍ରାହକ ମାନେ ନିଜ ପସନ୍ଦର ଭଳିକି ଭଳି ବାଣ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଜଗନ୍ନାଥ ରୋଡ଼ ସ୍ତିତ, ରାସ୍ତାକଡ଼ ବାଣ ଦୋକାନରେ l
Credible Local News of Odisha