ପାଲଲହଡାରେ 24 ଘଣ୍ଟାରେ 21 ମିମି ବର୍ଷା September 13, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଳାର ପାଲଲହଡାରେ 21 ଏବଂ ଆରକେ ନଗରରେ 20.2 ମିଲିମିଟର ବର୍ଷା ହୋଇଛି l