ବରଗଡରେ କୋହଲା ପାଗ ଜାରି September 13, 2022 by Rameswar mahakur ସକାଳୁ କିଛି ସମୟ ବ୍ୟବଧାନରେ ବର୍ଷା ହେବା ପରେ ଅପରାହ୍ନରେ ବରଗଡ ସହରରେ କୋହଲା ପାଗ ଜାରି ରହିଛି।