ଘାଟିରେ ବସ ଦୁର୍ଘଟଣା, 5 ଆହତ

ବ୍ରହ୍ମପୁରରୁ ବନ୍ଧବାହାଲ ଯାଉଥିବା ଏକ ଯାତ୍ରୀବାହୀ ବସ ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ଭେଟଖୋଲ ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି l
ଆହତଞ୍ଜୁ ଡାକ୍ତରଖାନା ପଠା ଯାଇଥିବା ବେଳେ ଅନ୍ୟ ଯାତ୍ରୀ ମାନଙ୍କୁ ଭିନ୍ନ ଏକ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes