24 ଘଣ୍ଟାରେ କେନ୍ଦୁଝରଗଡ଼ରେ 56.4 ମିମି ବର୍ଷା July 29, 2022 by Odisha ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝରଗଡ଼ରେ 56.4 ଏବଂ ହରିଚନ୍ଦନପୁରରେ 31.4 ମିଲିମିଟର ବର୍ଷା ରେକର୍ଡ ହୋଇଛି l