24 ଘଣ୍ଟାରେ କୁତ୍ରାରେ 47 ମିମି ବର୍ଷା July 29, 2022 by Odisha ଗତ 24 ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଳାର କୁତ୍ରାରେ 47 ଓ ଲେଫ୍ରିପଡାରେ 25.8 ମିଲିମିଟର ବର୍ଷା ରେକର୍ଡ ହୋଇଛି l