ଅମ୍ବାଭୋନାରେ 24 ଘଣ୍ଟାରେ 66 ମିମି ବର୍ଷା July 26, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ବରଗଡ ଜିଲ୍ଲାର ଅମ୍ବାଭୋନାରେ 66 ଏବଂ ସୋହେଲାରେ 31 ମିଲିମିଟର ବର୍ଷା ହୋଇଛି l