ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ବିଜୟ ଅମୃତ କୁଲାଙ୍ଗେ ଆଜି ସୋମବାର ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ନାଗରିକଙ୍କ ଅଭିଯୋଗକୁ ଶୁଣିଛନ୍ତି l
ନାଗରିକମାନଙ୍କ ଅଭିଯୋଗକୁ ଠିକ ସମୟରେ ସମାଧାନ କରାଯିବ ବୋଲି କହିଛନ୍ତି l ଏଥି ସହିତ ହେଲ୍ପଲାଇନ ନମ୍ବର 1929 24×7 ସକ୍ରିୟ ରହିଛି l ସେଥିରେ ମଧ୍ୟ ବିଏମସି ପାଖରେ ପହଞ୍ଚିପାରିବେ ବୋଲି କହିଛନ୍ତି l