ଅନୁଗୋଳର ବିକାଶ ପୁରୁଷ, ବିଶିଷ୍ଠ ସମବାୟବିତ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଆସନ୍ତା ୧୭ ତାରିଖରେ ଚତୁର୍ଦ୍ଦଶ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିରର ଆୟୋଜନ ନିମନ୍ତେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥଙ୍କ ତତ୍ତ୍ୱାବଧାନରେ ଅରାହାଟ ସ୍ଥିତ ନାରାୟଣୀ ଇଞ୍ଜିନିୟରିଂ କଲେଜ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।