ଝାରବନ୍ଧରେ 24 ଘଣ୍ଟାରେ 128 ମିମି ବର୍ଷା July 2, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଝାରବନ୍ଧରେ 128 ମିଲିମିଟର ବର୍ଷା ହୋଇଥିବା ବେଳେ ପାଇକମାଳରେ 78.2 ମିମି ବର୍ଷା ହୋଇଛି l