ଅନୁଗୁଳ ଜିଲ୍ଲା ତାଳଚେରର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧୋତ୍ସବ କଳମଛୁଇଁ ସ୍ଥିତ କାର୍ଯ୍ୟାଳୟରେ ଆଜି ପାଳିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତେନ୍ତୁଳିହତା ଗ୍ରାମର ଶରତ ନାଏକଙ୍କ ୩ବର୍ଷର ନାତିର ଗୋଡ ଅସ୍ତ୍ରୋପଚାର ପାଇଁ ଅନୁଷ୍ଠାନ ପକ୍ଷରୁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି l