ଅନଗୁଳ ଜିଲ୍ଲା ତାଳଚେର ବଡ଼ବଜାର ଗୋପବନ୍ଧୁ ଟାଉନହଲ ସ୍ଥିତ ଗୋପବନ୍ଧୁ ସ୍ମୃତିସ୍ତମ୍ବ ଠାରେ ଆଜି ଗୋପବନ୍ଧୁ ଦାସଙ୍କର ୯୪ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Credible Local News of Odisha