କଳାହାଣ୍ଡି ଜିଲ୍ଲା ବିଜେପୁର ଠାରେ ଲିଭୋଲିଂ ଫାଉଣ୍ଡେସନ ପକ୍ଷରୁ ବରିଷ୍ଟ ସଦସ୍ୟ ସନ୍ତୋଷ କୁମାର ଦାସଙ୍କ ତତ୍ତ୍ଵାବଧାନରେ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଟିତ ହୋଇଥିଲା।
ଏଥିରେ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ସରପଞ୍ଚ ଜନନୀ ମାଝୀ ଅତିଥି ଭାବେ ଯୋଗଦେଇ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।