ଭଗବତୀ ଏସଏଚଜି ଗ୍ରୁବକୁ ମିଳିଲା ଟାଟା ଏସି ଗାଡ଼ି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ରହିଲା ଗ୍ରାମର ଭଗବତୀ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସ୍ବାବଲମ୍ବୀ ପାଇଁ ଆଜି ଚେତନା ମହିଳା ସଂଘ(ମିଶନ ଶକ୍ତି) ତରଫରୁ ଟାଟା ଏସି ଗାଡ଼ି ଉପହାର ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଏସିଏଚଜି ଗ୍ରୁବ ସଭାନେତ୍ରୀ ସଂଯୁକ୍ତା ସେଠୀଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ପୁଣ୍ୟପୀଠ ପାପକ୍ଷୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୋଇ ଓ ଉପଦକ୍ଷା ତପସ୍ୱିନୀ ମେହେର ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes