ଅନୁଗୁଳ ଜିଲ୍ଲା କରଡାଗାଡିଆ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ବିଜେପି ପକ୍ଷରୁ ସାମାଜିକ ନ୍ୟାୟ ପକ୍ଷ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ବିଜେପି ମହିଳା ମଞ୍ଚ ତରଫରୁ ରାଜ୍ୟ ମହିଳା ମଞ୍ଚ କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସ, କରଡାଗାଡିଆ ମହିଳା କର୍ମୀଙ୍କ ନେତୃତ୍ୱରେ ଅଙ୍ଗନବାଡ଼ି ଦିଦି ଓ ପାଚିକାମାନଙ୍କୁ ଉତ୍ତରି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।