ଜୁଲାଇ ୧ରୁ ନୂତନ ବସ ଟର୍ମିନାଲରୁ ଚଳାଚଳ କରିବ ବସ

ଆସନ୍ତା ଜୁଲାଇ ୧ ତାରିଖରୁ ବଲାଙ୍ଗିରର ସମସ୍ତ ଘରୋଇ ବସ, ନୂତନ ବସ ଟର୍ମିନାଲରୁ ଚଳାଚଳ କରିବ ବୋଲି ବଲାଙ୍ଗିର ଘରୋଇ ବସ ମାଲିକ ସଙ୍ଘର ସଭାପତି ଶ୍ରୀ ହେମନ୍ତ ପଣ୍ଡା ଆଜି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes