ନକଲି ଡାକ୍ତର ରମେଶ ସ୍ୱାଇଁ, ତା ଭଉଣୀ ରଶ୍ମିତା, ଦ୍ଵିତୀୟ ପତ୍ନୀ କମଳା ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ବିରୋଧରେ 940 ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ଆଜି ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି l
ଚାର୍ଜସିଟରେ 102 ଜଣଙ୍କ ନାମ ସାକ୍ଷୀ ଭାବେ ଥିବା ଜଣାପଡିଛି l
Credible Local News of Odisha