ମୟୁରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅନ୍ତର୍ଗତ ଡ଼ିହିରାକୁଳରେ ଆଜି ଦେବ ସ୍ନାନ ପୂର୍ଣ୍ଣିମା ଉତ୍ସଵ ଅନୁଷ୍ଠିତ ହୋଇଛି ।
ଆଜି ସକାଳେ ପହଣ୍ଡି ସାରି ସ୍ନାନ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସ୍ନାନ ମଣ୍ଡପ ଦାରୁବ୍ରହ୍ମଙ୍କ ମଙ୍ଗଳ ଆଳତି ବେଶ କାର୍ଯ୍ୟ ହୋଇଛି । ଯାହାକି ଅନେକ ଭକ୍ତଙ୍କ ଦର୍ଶନ କରିବା ପାଇଁ ଭିଡ଼ ମଧ୍ୟ ଲାଗିଛି । ଅନେକ ପୁରାତନ ପରମ୍ପରା, ଉତ୍ସଵ ଏହି ଗ୍ରାମ ପାଳିତ ହୋଇଥାଏ ।