ଭୁବନରେ ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା June 14, 2022 by Odisha ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁବନ ପୌରାଞ୍ଚଳ ଠାରେ ଆଜି ଶ୍ରୀ ଜୀଉମାନଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।