ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜେପୁର-କୁସମାଲ ରାସ୍ତା କଡ଼ରେ ଏହି ଘଟଣା ଘଟିଛି।
ମୃତ ଯୁବକ ଜଣଙ୍କ ହେଲେ ଖଡ଼ିଆଳ ବ୍ଲକ ନିକଟସ୍ଥ ଝିତ୍ରିଝୋଡ଼ ଗାଁର। ଆଜି ସକାଳେ ତାଙ୍କ ମୃତଦେହ ରାସ୍ତାକଡ଼ରେ ଥିବା ନିମ୍ବ ଗଛରେ ଝୁଲିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତାଙ୍କ ମୃତଦେହ ନିକଟରେ ତଥା ରାସ୍ତା ଉପରେ ଗୋଲାପ ଫୁଲ ଓ ଅନ୍ୟ ଫୁଲରେ ଆଇ ଲଭ୍ ୟୁ ଲେଖା ଯାଇଛି।