ମୋବାଇଲ ଚୋରକୁ ଟ୍ରକ୍ ଇଞ୍ଜିନରେ ବାନ୍ଧିଲେ ଲୋକେ

ମୋବାଇଲ ଚୋରି ପାଇଁ ଲୋକେ ଅଭିଯୁକ୍ତକୁ ଟ୍ରକ୍ ଇଞ୍ଜିନରେ ବାନ୍ଧି ଜୋତାମାଳ ପିନ୍ଧାଇବା ଭିଡିଓ ଭାଇରାଲ ହୋଇଛି।

ଚଣ୍ଡିଖୋଲ-ପାରାଦୀପ ରାସ୍ତାର ଭୂତମୁଣ୍ଡାଇ ନିକଟରେ ଏହା ଘଟିଥିବା ସୂଚନା ମିଳିଛି। ଭାଇରାଲ ଭିଡିଓଟି ୩/୪ ଦିନ ତଳର ହୋଇଥିବା ବେଳେ ଏ ନେଇ ଥାନାରେ ଅଭିଯୋଗ ହୋଇନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes