ଏହି ଗ୍ୟାଙ୍ଗ ସକାଳୁ ସକାଳୁ ଘର ଭିତରେ ପଶି ମୋବାଇଲ ଓ ଲାପଟପ ନେଇ ଗାଏବ ହୋଇ ଯାଉଥିଲା।
ଧରା ପଡ଼ିବା ପରେ, ନିଜକୁ ଛାତ୍ର ବା ସେଲ୍ସ ମ୍ୟାନ କହି ଖସି ଯାଆନ୍ତି।ସିସିଟିଭି ଯାଞ୍ଚ ବେଳେ ସ୍ପେସାଲ ସ୍କ୍ବାର୍ଡକୁ ବଡ଼ ସଫଳତା ମିଳିଛି। ଏମାନଙ୍କ ନାଁରେ ପୂର୍ବରୁ ଭାରତରେ ଅପରାଧିକ ମାମଲା ରହିଥିବା ବେଳେ କେବଳ ଭୁବନେଶ୍ୱରରେ 12ଟି ରହିଛି।୩ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି।