ବୀରମହାରାଜପୁର ଉପଖଣ୍ଡରେ ଅସହ୍ୟ ଗରମ ଓ ଗୁଳୁଗୁଳି

ଗତରାତିରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବା ଫଳରେ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ପାଇଥିବାବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି ।

ଗତ ରାତିରୁ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତର ଦେଖା ନ ଥିବାବେଳେ ଏଥିଯୋଗୁଁ ଜନସାଧାରଣ ଗୁଳୁଗୁଳିରେ ସନ୍ତାପିତ ହେଉଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes