ବାଣ ବିସ୍ଫୋରଣ ଘଟଣାରେ ୨ ବାଣୁଆଙ୍କ ନାଁରେ ମାମଲା

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ୨ ବାଣୁଆଙ୍କ ନାଁରେ ମାମଲା ରୁଜୁ କରିଛି ସଦର ଥାନା ପୁଲିସ।

ଅଭିଯୁକ୍ତ ୨ ଜଣଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଥିବାବେଳେ ଆଉ ଜଣେ ଫେରାର ଅଛି। ଆଉ ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes