ସୁବର୍ଣ୍ଣପୁରର ଜିଲ୍ଲାର ସମାଜସେବୀ ଶ୍ରୀବଚ୍ଛ ମଲ୍ଲିକ ଲୋକଙ୍କ ସେବା ପାଇଁ ତାଙ୍କର ଏକ ପୁରୁଣା ବୋଲେରୋ ଗାଡ଼ିକୁ ଶବ ବାହକ ଗାଡ଼ି ‘ସ୍ୱର୍ଗ ରଥ’ ଭାବେ ବ୍ୟବହାର କରିବା ପାଇଁ ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନକୁ ଦାନ କରିଥିବା ବେଳେ ଆଜି ଏହା ଲୋକମାନଙ୍କ ବେଶ ଉପକାରରେ ଆସୁଥିବା ଦେଖିବାକୁ ମିଳିଛି ।
Credible Local News of Odisha