ଝରିଗାଁ ବିଡିଓଙ୍କୁ ମାଡ଼ ଅଭିଯୋଗ, ଥାନାରେ ଏତଲା

ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗାଁ ବିଡିଓଙ୍କୁ ମାଡ଼ ଅଭିଯୋଗରେ ଥାନାରେ ଏତଲା ଦେଇଛନ୍ତି ବିଡିଓ ସତ୍ୟନାରାୟଣ ମେହେର।

ଅଫିସ ଭିତରେ ୨ ଜଣ ଠିକାଦାର ମାଡ଼ ମାରିଥିବା ନେଇ ଏତଲା ଦେଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes