ଗତକାଲି ଅପହୃତ ବ୍ୟକ୍ତିର ମୃତଦେହ ଉଦ୍ଧାର

ମାଲକାନଗିରି ଜିଲ୍ଲା ମୋଟୁ ଥାନା ତିଙ୍ଗରାପଲିର ଗଙ୍ଗା ପଡ଼ିଆମୀଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଛି।

ଘରଠାରୁ ଅଢ଼େଇ କିମି ଦୂର ଜଙ୍ଗଲ ଅଞ୍ଚଳରୁ ଦରପୋଡ଼ା ମୃତଦେହ ମିଳିଛି। ଗତକାଲି ଗଙ୍ଗାଙ୍କ ଘରକୁ ଆସି ତାଙ୍କୁ ଉଠାଇ ନେଇଥିଲେ କିଛି ଦୁର୍ବୃତ୍ତ । ଅପହରଣକାରୀ କିଏ ଏବଂ କାହିଁକି ହତ୍ୟା କଲେ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes