ସସ୍ କମ୍ପାନୀରେ ପୁଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ର ରେଡ୍
ବ୍ରହ୍ମପୁର ବଡ଼ବଜାର ଥାନା ପିଚିପିଚାରେ ଥିବା କମ୍ପାନୀରେ ଚଢ଼ାଉ କରି ବିପୁଳ ପରିମାଣର ସସ୍ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ଜଣକୁ ଅଟକ ରଖିଛି ସ୍କ୍ବାଡ୍।
ନାମୀ ଦାମୀ ବ୍ରାଣ୍ଡର ଷ୍ଚିକର୍ ଲଗାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।