ଢେଙ୍କାନାଳରେ ଆଜିକାର ତାପମାତ୍ରା ୩୬.୫ ଡିଗ୍ରୀ
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା ଥିଲା 36.5 ଡିଗ୍ରୀ l
Credible Local News of Odisha
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା ଥିଲା 36.5 ଡିଗ୍ରୀ l
ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସିରେ ଆଜି ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବାବା ବୁଦ୍ଧେଶ୍ବର ପୀଠରେ ଅନୁଷ୍ଠିତ ହେଉଛି ଦେବ ବିବାହ ବା ଶିବ ପାର୍ବତୀଙ୍କ ବିବାହ ଉତ୍ସବ।
ଏହି ଅବସରରେ ବାବା ବୁଦ୍ଧେଶ୍ବରଙ୍କ ମଙ୍ଗନ କାର୍ଯ୍ଯ ସମ୍ପାଦିତ ହୋଇଛି । ବର ପକ୍ଷରୁ ବିଶ୍ଵମୋହନ ସାହୁ ପ୍ରଣତି ସାହୁ କନ୍ୟା ପକ୍ଷରୁ ହିମାଂଶୁ ଚିନାରା, ଆରତୀ ଚିନାରା ଉପସ୍ଥିତ ରହିଥିଲେ ।
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା ଥିଲା 37.5 ଡିଗ୍ରୀ l
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା ଥିଲା 38.5 ଡିଗ୍ରୀ l
୩୦ ହାଜର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକଙ୍କ ନିକଟରୁ ପାଖାପାଖି ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଭିଜିଲାନ୍ସ।
ତାଙ୍କ ପତ୍ନୀ ଓ ଝିଅଙ୍କୁ ପଚରାଉଚରା କରିବା ସହ ଲାଞ୍ଚ ଟଙ୍କା ଦେଇଥିବା ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ଆବଶ୍ୟକ ପଡ଼ିଲେ ଏସଡିପିଓଙ୍କୁ ରିମାଣ୍ଡରେ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡ଼ିଭିଜନ ଭିଜିଲାନ୍ସ ଏସପି ।
୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ଧରିଛି କଟକ ଭିଜିଲାନ୍ସ ବିଭାଗ ।
ହିନ୍ଦୋଳ ଅଞ୍ଚଳର ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ସମୟରେ ଗାଡିଗୁଡ଼ିକୁ ପାସ୍ କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡିବସିଛି ଭିଜିଲାନ୍ସ । ଏହାପରେ ନାୟକଙ୍କ ବିଭିନ୍ନ ଠିକଣାରେ ପୁଲିସ ଚଢ଼ାଉ କରିଛି।
ଢ଼େଙ୍କାନାଳ ଗନ୍ଦିଆ ନେଉଳପୋଇ ଗ୍ରାମରେ ଏହି ଘଟଣା ଘଟିଛି।
ମୃତକ ବନିତା ସାମଲ (୬୨) । ସେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିବାର ସୂଚନା ମିଳିଛି।
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା ରହିଥିଲା 40.3 ଡିଗ୍ରୀ l
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା 39.4 ଡିଗ୍ରୀ l
ଆଜି ଦିନବେଳା ଢେଙ୍କାନାଳ ସହରରେ ତାପମାତ୍ରା ଥିଲା 39 ଡିଗ୍ରୀ l