୯୦ ଜଣ କଏଦୀଙ୍କର କାମଳ ରୋଗ ପରୀକ୍ଷା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଉପ କାରାଗାରରେ ଆଜି ୯୦ଜଣ କଏଦୀଙ୍କ କାମଳ ରୋଗର ପରୀକ୍ଷଣ କରାଯାଇଥିଲା ।

ଉପଖଣ୍ଡ ଉପ କାରାଗାରର ଆସିଷ୍ଟାଣ୍ଟ ଜେଲର ଦେବରାଜ ପ୍ରଧାନ ଓ ଫାର୍ମାସିଷ୍ଟ ପ୍ରକାଶ କୁମାର ପଣ୍ଡା ଉପସ୍ଥିତ ରହି କଏଦୀଙ୍କର କାମଳ ରୋଗ କିଟ ସାହାଯ୍ୟରେ ପରୀକ୍ଷା କରିଥିଲେ । ହେଲେ କୌଣସି ଗୋଟିଏ ବି ଚିହ୍ନଟ ହୋଇନଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes