ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ହାଟପଦା ଠାରେ କୈଳାସ ମିଶ୍ର ଆଜି ତାଙ୍କ ଦୋକାନ ପାଖରେ ନିଜ କାର ରଖିଥିବା ବେଳେ ପବନ ଆସିବାରୁ ତାଙ୍କ କାର ଉପରେ ପାଖରେ ଥିବା ଆମ୍ବ ଗଛଟି ପଡିଯିବାରୁ କାରଟି ଭାଙ୍ଗି ଚୁରମାର ହୋଇଯାଇଛି।
Credible Local News of Odisha