୫ ଲକ୍ଷ ନେଇ ଯାଉଥିଲେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଧରିଲା ଭିଜିଲାନ୍ସ

ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ୫ ଲକ୍ଷ ଟଙ୍କା ନେଇ ବୁଲେଟରେ ଯାଉଥିବା ବେଳେ ପିଛା କରି ଅରବିନ୍ଦ ନଗର ନିକଟରୁ ଧରିଥିଲା ଭିଜିଲାନ୍ସ।

କିଶୋର ନାୟକଙ୍କୁ ଅଟକ ରଖି ଜେରା କରିବା ପରେ ଭିଜିଲାନ୍ସ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes