୩ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡ଼ା ସିରିଗୁଡ଼ା ସ୍ବର୍ଗଧାମ ଛକରେ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା ବେଳେ ଏସଟିଏଫ ଚଢାଉ କରି ୩ କଲରାପତରିଆ ଛାଲ ଜବତ କରିଛି।

ଏହା ସହ ଏସଟିଏଫ ଟିକିରି ଥାନା ନାକଟିଗୁଡ଼ା ହୁଣ୍ଡିବାରର ଜଣଙ୍କୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes