କେନ୍ଦୁଝର ଜିଲା ପାଟଣା ବିଦ୍ୟୁତ ସେକ୍ସନ ରେ ଶୁକ୍ରବାର ଦିନ ୧୨ ଟାରୁ ଶନିବାର ରାତ୍ରି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି ଫଳରେ ଲୋକେ ଟେଲିଭିଜନରେ ରଥଯାତ୍ରା ଓ ଠାକୁର ନୀତି ଦେଖିବା ଠାରୁ ଆରମ୍ଭ କରି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଏହା ବ୍ୟତୀତ ଶନିବାର ମଧ୍ୟ ବିଦ୍ୟୁତ ସରବରାହ ବ୍ୟାଘାତ ରହିଥିବାରୁ ଲୋକେ ସରକାରୀ କାର୍ଯ୍ୟ କରି ବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।