ଉଦୟପୁରରେ ହତ୍ୟାକାଣ୍ଡ ପ୍ରତିବାଦରେ ବିକ୍ଷୋଭ

ରାଜସ୍ଥାନର ଉଦୟପୁର ପୁର ଠାରେ ଜଣେ ଦରଜୀଙ୍କ ନୃଶଂସ ହତ୍ୟା ବିରୋଧରେ ବିଶ୍ଵହିନ୍ଦୁ ପରିଷଦ ତରଫରୁ ଆଜି ସଂଧ୍ୟାରେ ଫକୀରମୋହନ ଗୋଲାଈ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes