୨ ଗୋଷ୍ଠୀ ସଂଘର୍ଷ; ଏସିଡ୍ ମାଡ଼

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଦୁଆଝର ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଏସିଡ୍ ମାଡ଼ ହୋଇଛି।

ଏସିଡ୍ ମାଡ଼ରେ ୫ ଜଣ ଆହତ ହୋଇଛନ୍ତି। ସେଥିରୁ ଜଣେ ଗୁରୁତର ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes