ହାତୀ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ

ନୟାଗଡ ଜିଲ୍ଲା କମାଗୁର-ମୟୂରଝଲିଆ ରାସ୍ତାରେ ଏହି ଘଟଣା ଘଟିଛି।

୩ ଶ୍ରମିକ ସାଇକେଲ୍‌ରେ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ୨ ଖସି ପଳାଇଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes