ହସ୍ପିଟାଲର ବିଲଡିଂରୁ ଖସି ପଡ଼ିଥିବା ରୋଗୀଙ୍କର ଅବିଭାବକ ମୃତ (ଅପଡେଟ)

ବାରିପଦାସ୍ଥିତ ପିଆରଏମ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଲଡିଂରୁ ଖସି ପଡ଼ିଥିବା ରୋଗୀଙ୍କର ଅବିଭାବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନରେ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଝାରଖଣ୍ଡ ରାଜ୍ୟର ଘୋଡାବନ୍ଧ ଥାନା ମୁଣ୍ଢାକଟା ଗ୍ରାମର ଦୁଲା ସୋରେନ(୪୫) ତାଙ୍କ ସ୍ତ୍ରୀର ପ୍ରସୂତି ପାଇଁ ଗତକାଲି ପିଆରଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେ ତୃତୀୟ ମହଲାରେ ଫୋନ କଥା ହେଉଥିବା ବେଳେ କୌଣସି କାରଣବଶତଃ ସିଡ଼ିରୁ ଖସି ପଡ଼ିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes