ସ୍କୁଲର ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଅନୁଗୁଳ ଜିଲ୍ଲା ବୁଢାପଙ୍କ ପଞ୍ଚାୟତର ପନ୍ଦର ଭରଣିଆ ଗ୍ରାମର ସ୍କୁଲରେ ଖାଇବା ଠିକ୍ ଦିଆଯାଉ ନଥିବା ଓ ଲାଇନ, ପଙ୍ଖା ନଥିବାରୁ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି।

ଏହି ସବୁ ସମସ୍ୟା ନେଇ ଆଜି ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes