ସୁନ୍ଦରଗଡ ଜିଲ୍ଲାରେ ଦିନକରେ ୧୧୧ କରୋନା ଆକ୍ରାନ୍ତ July 16, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୧୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l