ସାବିତ୍ରୀରେ ଆକାଶ ଛୁଆଁ ଫଳ

ସାବିତ୍ରୀ ଉପଲକ୍ଷେ କେନ୍ଦୁଝର ରେ ଫଳ ଦର ସେଓ କିଲୋ ଦୁଇ ଶହ, ଆମ୍ବ ୧୦୦ ରୁ ୧୨୦, ଲିଚୁ ୧୫୦,ଲିଚୁ ୧୨୦ ରୁ ୧୫୦, ଅଙ୍ଗୁର ୧୨୦ ରୁ ୧୫୦ କମଳା ୧୨୦, ପଣସ ଗୋଟା ୧୦୦ ରୁ ୨୦୦ , ଡାଳିମ୍ବ ୧୫୦ ରୁ ୨୦୦, ସପୁରୀ ଗୋଟା ୪୦ ରୁ ୫୦, ତରଭୁଜ କିଲୋ ୩୦, କଦଳୀ ଡଜନ ୬୦ ଆଦି ଦରରେ ବିକ୍ରି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes