ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା କାର୍ଯ୍ୟ

ଗଣନା କାର୍ଯ୍ୟ ୪ ଦିନ ଧରି ଚାଲିବାକୁ ଥିବାବେଳେ ମୋଟ ୧୨ଟି ଟିମ୍ ନିୟୋଜିତ ଅଛନ୍ତି।

ମୋବାଇଲ ଟ୍ରାକିଂ, ଜିପିଏସ୍, ବାଇନାକୁଲାର ସାହାଯ୍ୟରେ ଗଣନା ଚାଲିଛି। ଆସନ୍ତା ୧୨ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ଓ ମାଛଧରା ଡଙ୍ଗାକୁ ବାରଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes