ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଅନ୍ତିମ ଦିବସରେ କଂସବଧ ସହ ଧନୁଯାତ୍ରା ଶେଷ ହୋଇଛି। କୃଷ୍ଣଜନ୍ମରୁ ଆରମ୍ଭ ହୋଇ କଂସବଧରେ ଶେଷ ହେଲା।

ମଞ୍ଚ ଉପରେ ଯୁଦ୍ଧରେ ମାମୁଁଙ୍କୁ ନିପାତ କରି ବିଜୟୀ ହେଲେ କୃଷ୍ଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes