କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ୪ ଲକ୍ଷ ୭୫ ହଜାର ଠକି ନେଲେ ସାଇବର ଠକ୍।
କ୍ରେଡିଟ୍ କାର୍ଡର ନମ୍ବର ସହ ସିଭିଭି ନମ୍ବର ମାଗି ନେଇଥିଲେ ଠକ। ପରେ ମୋବାଇଲ୍କୁ ଯାଇଥିବା ଓଟିପି ବି ମାଗିନେଇ ଲୁଟି ନେଇଥିଲେ। ଠକେଇ ଅଭିଯୋଗ ନେଇ ସାଇବର ଥାନାରେ ଯବାନ ଏତଲା ଦେଇଛନ୍ତି।
Credible Local News of Odisha