ସର୍ପ ଦଂଶନରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର ଜିଲା ପାଟଣା ଥାନା ବାଉଁଶ ନାଳୀ ଗାଁ ର ଜଣେ ୨୭ ବର୍ଷୀୟ ଯୁବକ ଙ୍କ ଶୁକ୍ରବାର ସର୍ପ ଦଂଶନ ରେ ମୃତ୍ୟୁ ଘଟିଛି।ମୃତକ ଜଣକ ହେଉଛନ୍ତିଉକ୍ତ ଗ୍ରାମର ରାଜେନ୍ଦ୍ର ମୁଣ୍ଡା।

ଗୁରୁବାର ରାତ୍ରି ରାଜେନ୍ଦ୍ର ଘରେ ତଳେ ମସାରି ଦେଇ ଶୋଇଥିବା ବେଳେ ମଶାରୀ ଭିତରେଥିବା ଏକ ଚିତ୍ତି ଶାପ ରାଜେନ୍ଦ୍ର ଙ୍କ ଡାହାଣ ଗୋଡ଼ ରେ କାମୁଡି ଦେଇଥିଲା। ରାଜେନ୍ଦ୍ର ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସା ଳୟ ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes