ସଡ଼କ ଦୁର୍ଘଟଣାରେ ବାପପୁଅ ମୃତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଚକାପଦା ଛକରେ କାର୍ ଧକ୍କାରେ ବାଇକ ଆରୋହୀ ବାପପୁଅର ମୃତ୍ୟୁ ଘଟିଛି।

ବାପପୁଅ ବୋଲଗଡ଼ରୁ ଖୋର୍ଦ୍ଧା ଆସୁଥିବା ବେଳେ କାର ସାମ୍ନାରୁ ପିଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes