ଶିଶୁ ମୃ଼ତ୍ୟୁକୁ ନେଇ ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା

ଚିକିତ୍ସା ଅବହେଳାକୁ ଦାୟୀ କରି ମୃତ ଶିଶୁର ସଂପର୍କୀୟ ପ୍ରବଳ ହୋହଲ୍ଲା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜନ୍ମର କିଛି ସମୟ ମଧ୍ୟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes